ଆନନ୍ଦପୁର ପୌରାଞ୍ଚଳ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ପୌରାଞ୍ଚଳକୁ ଆଜିଠୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ ହୋଇଛି। ଏହି କଟକଣା ୮ ତାରିଖ ମଧ୍ୟରାତ୍ର ଯାଏ ଜାରି ରହିବ। କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ମୁ୍ନିସପାଲଟିର ୧୬ଟି ୱାର୍ଡ଼କୁ ଅଗଷ୍ଟ୨ତାରିଖ ରବିବାରଠାରୁ ଅଗଷ୍ଟ ୮ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।ଏହି କ୍ରମରେ ୧୬ଟି ୱାର୍ଡ଼ରେ ଜନସାଧାରଣ ଘରୁ ନ ବାହାରିବାକୁ କଡା ନିର୍ଦ୍ଦେଶ ଦିଆଯାଇଥିବାବେଳେ ଔଷଧ ଦୋକାନକୁ … Continue reading ଆନନ୍ଦପୁର ପୌରାଞ୍ଚଳ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ